ନବରଙ୍ଗପୁର ପୋଲିସ ଷ୍ଟେସନ: ରାମ ମନ୍ଦିର ନିକଟରେ ଥିବା ଟ୍ରାନ୍ସଫର୍ମର ରେ ଲାଗିଲା ନିଆଁ, ଆୟତ୍ତ କଲେ ବିଦ୍ୟୁତ ଵିଭାଗ କର୍ମଚାରୀ
ରାମ ମନ୍ଦିର ନିକଟରେ ଥିବା ଟ୍ରାନ୍ସଫର୍ମର ରେ ଲାଗିଲା ନିଆଁ, ଆୟତ୍ତ କଲେ ବିଦ୍ୟୁତ ଵିଭାଗ କର୍ମଚାରୀ ରାମ ମନ୍ଦିର ଛକ ନିକଟସ୍ତ ସଦାଶିବ ପାର୍କ ପାଖରେ ହୁ ହୁ ହେଇ ଜଳିଗଲା ଟ୍ରାନ୍ସଫର୍ମର, କିଛି ସମୟ ପାଇଁ ସ୍ଥାନୀୟ ଅଞ୍ଚଳରେ ଦୀପାବଳି ର ଭ୍ରମ ସୃଷ୍ଟି ହେଲା, ବାଣ ଫୁଟିବା ଭଳି ଠୋ ଠା ର ଶବ୍ଦ ହେବାରୁ ଲୋକେ ଭୟଭୀତ ହୋଇ ପଡ଼ିଥିଲେ,ବିଦ୍ୟୁତ ଵିଭାଗ କର୍ମଚାରୀ ପହଂଚି ବିଦ୍ୟୁତ ସରାବରାହ ବନ୍ଦ କରି, ମରାମତି କାମ ଜାରି ରଖିଛନ୍ତି