Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Jharkhand
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Crimenews
Nda
School
Cbi
Mathura
Fatehpur
Jodhpur

ଖଲ୍ଲିକୋଟ୍: ଭେଜିପୁଟ ଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ର ପାଇଲେ ଡିଜିପି ପଦକ

Khalikote, Ganjam | Jan 13, 2026
ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟ ଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ର ଡିଜିପି ପଦକ ପାଇଛନ୍ତି । ରାଜ୍ୟ ପୋଲିସ ବାହିନୀ ରେ ନିଷ୍ଠାପର ସେବା ଓ କାର୍ଯ୍ୟ ଦକ୍ଷତା ପାଇଁ ନିଜେ ପୋଲିସ ମହାନିର୍ଦ୍ଦେଶକ ତାଙ୍କୁ ଏହି ପଦକ ପ୍ରଦାନ କରିଛନ୍ତି। ଗତକାଲି କଟକ ଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବ ରେ ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଫାଣ୍ଡି ଅଧିକାରୀ ଶ୍ରୀ ମିଶ୍ର ଙ୍କୁ ଡିଜିପି ପଦକ ପ୍ରଦାନ କରିଛନ୍ତି। ସେ ଡିଜିପି ପଦକ ପାଇବା ଖବର ଆଜି ସନ୍ଧ୍ୟା ୫ ଟା ସମୟରେ ପ୍ରଚାରିତ ହେବା ପରେ ସ୍ଥାନୀୟ ବାସିନ୍ଦା ଫାଣ୍ଡି ଅଧିକାରୀ ଶ୍ରୀ ମିଶ୍ର ଙ୍କୁ ସାଧୁବାଦ ଜଣାଇଛନ୍ତି ।