ସମ୍ବଲପୁର ମ୍ୟୁନିସିପାଲଟି: ଅଇଁଠାପାଲି ଥାନା ଅନ୍ତର୍ଗତ ବୁଢ଼ାରଜା ଅଞ୍ଚଳରେ ସାନଭାଇର ମରଣାନ୍ତକ ଆକ୍ରମଣ ରେ ବଡ଼ ଭାଇ ଗୁରୁତର ଆହତ, ବୁର୍ଲା ସ୍ଥାନାନ୍ତର
Sambalpur M, Sambalpur | Sep 1, 2025
ଅଇଁଠାପାଲି ଥାନା ଅନ୍ତର୍ଗତ ବୁଢ଼ାରଜା ଅଞ୍ଚଳରେ ରହୁଥିବା ଏକ ପରିବାର ମଧ୍ୟରେ କୌଣସି କାରଣରୁ ନେଇ ଆଜି ରାତି 8 ଟା ସମୟରେ ବିବାଦ ହୋଇଥିଲା ।...