ସମ୍ବଲପୁର ବିଜେପି ପକ୍ଷରୁ ଆଜି ତାଲଭଟ୍ଟା ପଡା ଠାରେ ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ବିଜେପି ଜ଼ିଲ୍ଲା ସଭାପତି ଗିରିଶ ପଟେଲ ଯୋଗ ଦେଇ ଲୋକ ମାନଙ୍କ ବିଭିନ୍ନ ସମସ୍ୟା କୁ ନେଇ ଆଲୋଚନା କରିଥିଲେ l ବିଶେଷ କରି ବୟସ୍କ ବ୍ୟକ୍ତି ଓ ମହିଳା ମାନଙ୍କ ଅସୁବିଧା ପଚାରି ବୁଝିବା ସହ କିଛି ଲୋକଙ୍କୁ ଥଣ୍ଡା ରୁ ରକ୍ଷା ପାଇବା ପାଈଁ କମ୍ବଳ ପ୍ରଦାନ କରିଥିଲେ l