ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଦୁଇ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସୂଚନା ମୁତାବକ ବଲଙ୍ଗ ଗ୍ରାମର ମାନସ ପ୍ରଧାନ (୨୮) ଅନୁଗୋଳ ଜୋମାଟୋ ରେ ଡେଲିଭରୀ ବୟ ଭାବେ କାର୍ଯ୍ୟ କରନ୍ତି ଆଜି ସନ୍ଧ୍ୟାରେ ମାନସ ନାଲକୋ ଅଞ୍ଚଳକୁ ଡେଲିଭରୀ ଦେଇ ଫେରୁଥିବା ବେଳେ ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ଟାଟା ମୋଟର୍ସ ସମ୍ମୁଖ ରେ ହୋଇଥିବା ବେଳେ ବିପରୀତ ଦିଗରୁ ଆସୁଥିବା ତୁରଙ୍ଗ ଗ୍ରାମର ପହଲି ସାହୁ ଙ୍କ ପୁଅ ସରୋଜ ସାହୁ (୨୫) ଏକ ବୁଲେଟ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା ଯାହା ଫଳରେ ଉଭୟ ରାସ୍ତା ଉପରେ ଛିଟିକି ପଡ଼ିଥିଲେ ସେଠାରୁ ତାଙ୍କୁ ସ୍ଥାନୀୟ ଲୋକେ ଉଧ