ରାୟଗଡା: ଡମ୍ବସରା ପଞ୍ଚାୟତ କୁ ନୂତନ ବ୍ଲକ ଦାବିରେ ଆଜି ଟିଟିମିରି ଗୁଡା ଠାରେ ୬ଟି ପଂଚାୟତ ର ଜନ ସାଧାରଣଙ୍କ ଵୈଠକ ଅନୁଷ୍ଠିତ
Rayagada, Rayagada | Sep 12, 2025
ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ଡମ୍ବସରା ପଞ୍ଚାୟତ କୁ ନୂତନ ବ୍ଲକ ଦାବି ଏବେ ଜୋର ଧରିଛି।6ଟି ପଞ୍ଚାୟତ ଜନସାଧାରଣ ଏକାଠି ହୋଇ ଆଜି ଟିଟି ମିରି...