ବଡସାହି: ଯଦୁନାଥପୁର,ଅସ୍ତଝରଣ,ମଧୁପୁର,ବର୍ତ୍ତନାରେ ଚୋରା ଦେଶିମଦ କାରଖାନାରେ ଅବକାରୀ ବିଭାଗର ଚଢାଉ, ହଜାରହଜାର କେଜି ପୋଚ ଓ ଶହଶହ ଲିଟର ମହୁଲିମଦ ନଷ୍ଟ
Barsahi, Mayurbhanj | Sep 5, 2025
ବଡସାହିଥାନା ଅଧୀନ ଯଦୁନାଥପୁର,ମଧୁପୁର,ଅସ୍ତଝରଣ, ବର୍ତ୍ତନା ଗାଁରେ ଚାଲିଥିବା ଚୋରା ଦେଶିମଦ କାରଖାନା ଉପରେ ଶୁକ୍ରବାର ଅପରାହ୍ନ ତିନିଟାରେ...