ବୌଦ୍ଧ ସଦର: ଟାଉନ ହଲ ଠାରେ ବୌଦ୍ଧ ମ୍ୟୁନିସିପାଲିଟି ଘୋଷଣା ପରେ ବିଜେପି ପକ୍ଷରୁ ସମ୍ବର୍ଦ୍ଧିତ ହେଲେ ବିଧାୟକ
Baudh Sadar, Boudh (Bauda) | Aug 31, 2025
ରବିବାର ଦିନ ବୌଦ୍ଧ ଟାଉନ ହଲ ଠାରେ ବୌଦ୍ଧ ଏନ ଏ ସି କୁ ମ୍ୟୁନିସିପାଲିଟି ଘୋଷଣା ପରେ ଜିଲ୍ଲା ବିଜେପି ପକ୍ଷରୁ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ...