ପୁରୀ ମ୍ୟୁନିସିପାଲଟି: ଚନ୍ଦନପୁର ବଜାର ନିକଟରେ ଗାଡି ଚେକିଂ ବେଳେ ବେଆଇନ ବାଣ ଚୋରା ଚାଲାଣ ଅଭିଯୋଗ ରେ ଚନ୍ଦନପୁର ଥାନା ଦ୍ୱାରା ଜଣେ ଗିରଫ
Puri M, Puri | Oct 9, 2025 ଚନ୍ଦନ ପୁର ବଜାର ନିକଟରେ ଗାଡି ଚେକିଂ ବେଳେ ବେଆଇନ ବାଣ ଚୋରା ଚାଲାଣ ଅଭିଯୋଗ ରେ ଜଣକୁ ଗିରଫ କରିଛି ଚନ୍ଦନ ପୁର ଥାନା ପୋଲିସ l ଆଜି ସନ୍ଧ୍ୟା 7 ସମୟ ରେ ଚନ୍ଦନ ପୁର ଥାନା ପକ୍ଷରୁ ସୂଚନା ଦିଆଯାଇଛି l