ଜାହାଡ଼ିଟୋଲି ଗ୍ରାମପଞ୍ଚାୟତରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟରେ,ଜାହାଡ଼ିଟୋଲି ପରିସରରେ ଓଡ଼ିଶା ପୋଲିସ ତରଫରୁ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ହାତୀବାରି ଥାନା ଆଇ.ଆଇସି ସୁରେନ୍ଦ୍ର କୁମାର ନାୟକଙ୍କ ଉପସ୍ଥିତିରେ ଆରମ୍ଭ ହୋଇଥିଲା।ଏହି କାର୍ଯ୍ୟକର୍ମରେ ବୀରମିତ୍ରପୁର ଏସ.ଡ଼ି.ପି.ଓ ସୁଶାନ୍ତ କୁମାର ଦାଶ ଯୋଗଦେଇଥିଲେ।ଏଥିରେ ବିଦ୍ୟାଳୟରେ ପ୍ରିନ୍ସିପାଲ, ଶିକ୍ଷକଶିକ୍ଷୟିତ୍ରୀ,ଛାତ୍ରଛାତ୍ରୀ ପ୍ରମ