ଲାଞ୍ଜିଗଡ: ରାସ୍ତା, ପାନୀୟ ଜଳ ଭଳି ମୌଳିକ ସେବାରୁ ବଞ୍ଚିତ ନେଇ କର୍ଲାପାଟ ଅଭୟାରଣ୍ୟ ମଧ୍ୟରେ ଥିବା ଖୁଟୁଲୁଗୁଡା ଗ୍ରାମବାସୀଙ୍କ ପ୍ରତିକ୍ରିୟା
Lanjigarh, Kalahandi | Aug 27, 2025
ଗାଁକୁ ନାହିଁ ରାସ୍ତା ନାହିଁ ନଳକୁଅ ବ୍ୟବସ୍ଥା . କୌଣସି ରୋଗୀଙ୍କୁ ଅଥବା ଗର୍ଭବତୀଙ୍କୁ ଚିକିତ୍ସାଳୟକୁ ନେବାକୁ ହେଲେ ଖଟିଆରେ ବୋହି ନେବାକୁ...