ରାଉରକେଲା ଡିଲକ୍ସ ଲେନ୍ ରେ ଚୋରି ସନ୍ଦେହରେ ଜଣେ ଯୁବକଙ୍କୁ ଅଟକ ରଖି ପୋଲିସରେ ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ। ଗୁରୁବାର ସଂଧ୍ୟାରେ ପୋଲିସ ପହଞ୍ଚି ନିଜ ହେପାଜତକୁ ନେଇ ତଦନ୍ତ କରୁଛି। ଘଟଣାଟି ଗୁରୁବାର ସଂଧ୍ୟାରେ ରାତି ମେନ ରୋଡ ଡିଲକ୍ସ ବିଦ୍ୟୁତ୍ କାର୍ଯ୍ୟାଳୟ ପାଖରେ ଥିବା ଏକ ଖୁଣ୍ଟରେ ତାଙ୍କୁ ପ୍ରତ୍ୟକ୍ଷଦର୍ଶୀ ମାନେ ସୁରକ୍ଷିତ ରଖିଥିଲେ । ସୂଚନା ମିଳିବା ପରେ ପୋଲିସ ପହଞ୍ଚିଲା । ଘର ଓ ଦୋକାନରୁ ତମ୍ବା ପାଇପ୍ ଚୋରି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗ।