କଣ୍ଟାମାଳ: ବାଗଡିଆ ଦେଶୀମଦ ରନ୍ଧାଅଡ୍ଡା ରେ ଅଚାନକ ଚଢ଼ାଉ ଚମ୍ପଟ ମାରିଲା ମାଫିଆ I ବିପୁଳ ଦେଶୀ ମଦ ଶହ ନଷ୍ଟକଲା ମହୁଲପୋଚ
Kantamal, Boudh (Bauda) | Sep 11, 2025
ଦେଶୀ ମଦ ଅଡ୍ଡା ରେ ଚଢ଼ାଉ ଚମ୍ପଟ ମାରିଲା ମାଫିଆ ଜଙ୍ଗଲ ଭିତରେ ଚାଲିଛି ବେଆଇନ ମଦ ରନ୍ଧାଅଡ୍ଡା I ଲିଟର ଲିଟର ମଦ ବିକ୍ରି କରି ମାଳାମାଲ...