ବ୍ରେକ ଫେଲ୍ ହେଲା ସରକାରୀ ଯାତ୍ରୀବାହୀ ବସ୍, ଡ୍ରାଇଭର ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଗଲେ ଅନେକ ଯାତ୍ରୀ..! ଡ୍ରାଇଭର ବ୍ରେକ ଫେଲ୍ ଗାଡ଼ି କୁ ଅଟକାଇବାକୁ ଯାଇ ପାର୍କିଂ ଏରିଆରେ ଥିବା ଟ୍ରକ୍ ସହିତ ଧକ୍କା କରିଥିଲେ..! ୪୯ ନମ୍ବର ଜାତୀୟ ରାଜପଥ ଡଙ୍ଗାପାଣି ବିଏସ୍ ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି।