ଭିସୁଟରେ ଜଣେ ଛାତ୍ରୀଙ୍କୁ ନିର୍ଯ୍ଯାତନା ଦିଆଯାଇଥିବା ଅଭିଯୋଗ l ଅଭିଯୋଗ ଅନୁସାରେ ବୁର୍ଲା ଥାନାରେ ମାମଲା ରୁଜୁ ସହ ସହପାଠୀକୁ ଗିରଫ କରିଛି ପୋଲିସ । ଏହା ସହ ଛାତ୍ରୀ ଓ ଛାତ୍ରୀଙ୍କ ବାପାଙ୍କ ଅଭିଯୋଗ ଅନୁସାରେ ଭିସୁଟ କ୍ଯାମ୍ପସରୁ ଛାତ୍ରଙ୍କୁ ବହିଷ୍କାର କରାଯାଇଥିବା କର୍ତ୍ତୃପକ୍ଷ କହିଛନ୍ତି | ଛାତ୍ର ଜଣକ ବିଟେକ ଫାଇନାଲ ଇୟରର ହୋଇଥିବାବେଳେ ଛାତ୍ରୀଙ୍କୁ ଶାରୀରିକ ନିର୍ଯ୍ଯାତନା ଦେଇଥିଲେ l ଗତକାଲି ଛାତ୍ରୀ ଜଣକ ଅଭିଯୁକ୍ତ ଛାତ୍ର ରହୁଥିବା ଭଡା ଘରକୁ ଯାଇଥିଲେ l ସେଠାରେ ଉଭୟଙ୍କ ମଧ୍ଯରେ ପ୍ରବଳ ଝଗଡା ହେବା ସହ ଛାତ୍ରୀ ଜଣଙ୍କୁ ରାସ୍ତାରେ ପ୍ରବଳ ମାଡ଼ ମାରିଥିବା ବୁର୍ଲା ଥାନ