Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow
No video available

ପିପିଲି: ଦାଦାବଟି କୁ କେନ୍ଦ୍ରକରି ମାଟିସାହି ଠାରେ 2ଯୁବକଙ୍କ ଠାରୁ ଟଙ୍କା ଲୁଟ ଅଭିଯୋଗ, ପୋଲିସର ତଦନ୍ତ ଜାରି

Pipili, Puri | Jul 5, 2025
ଦାଦାବଟିକୁ କେନ୍ଦ୍ରକରି ଗତ କାଲି ରାତି ୧୧ ଟାରେ ପିପିଲି ବ୍ଲକ ଅନ୍ତର୍ଗତ ଚନ୍ଦ୍ରାଦେଇପୁର ମାଟିସାହି ଠାରେ ବିରାଟସାହି ଗ୍ରାମର ବିଣୁ ପ୍ରସାଦ ଜେନା ଓ ତାଙ୍କ ସାଥିଙ୍କୁ ଭୟଭୀତ କରି 10ହଜାର ଟଙ୍କା ଲୁଟ କରଯାଇଥିବା ନେଇ ଆଜି ମଧ୍ୟାହ୍ନ ଗୋଟାଏରେ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।
ପିପିଲି: ଦାଦାବଟି କୁ କେନ୍ଦ୍ରକରି ମାଟିସାହି ଠାରେ 2ଯୁବକଙ୍କ ଠାରୁ ଟଙ୍କା ଲୁଟ ଅଭିଯୋଗ, ପୋଲିସର ତଦନ୍ତ ଜାରି - Pipili News