ଭଣ୍ଡାରିପୋଖରୀ: ଗେଲଟୁଆ ଠାରେ ଚାଲିଛି ରାଧା କୃଷ୍ଣଙ୍କର ଝୁଲଣ ପର୍ବ । ପ୍ରତିକ୍ରିୟା ରଖିଲେ ଶ୍ରୀ ରାମଚନ୍ଦ୍ର ସାହୁ
ତେବେ ଏହି ଝୁଲଣ ଯାତ୍ରା ଦୀର୍ଘ ୯ ଦିନ ଧରି ପାଳନ ହେଉଥିବା ଦେଖିବାକୁ ମିଳିଛି। ତେବେ ଏହି ଝୁଲଣ ଯାତ୍ରା ପୂର୍ବ ପୁରୁଷ ରୁ ବହୁ ଆଡ଼ମ୍ବରେ ପାଳନ ହେଉଥିବାର ନଜିର ରହିଥିବା ବେଳେ ଏବେବି ମଧ୍ଯ ସମସ୍ତଙ୍କ ସହଯୋଗ ରେ ଏହା ଧୁମ୍ ଧାମରେ ପାଳନ ହେଉଛି। ତେବେ ଶୁଣନ୍ତୁ କଣ କହୁଛନ୍ତି ଶ୍ରୀ ରାମଚନ୍ଦ୍ର ସାହୁ