ବଡଚଣା: ସିଂହପୁର ଅଞ୍ଚଳରୁ ATM ଚୋରୀ ହୋଇ ଟଙ୍କା ଲୁଟ ହୋଇଥିବା ବିଂଝାରପୁର ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ
ଏଟିଏମରୁ ଟଙ୍କା ଉଠାଉଥିଲେ ହୋଇଯାନ୍ତୁ ସାବଧାନ | କେତେବେଳେ ବି ଅଜାଣତରେ ଆପଣଙ୍କର ବ୍ୟାଙ୍କ ଖାତାକୁ ଖାଲି କରିଦେବେ ଦୁର୍ବୁତ୍ତ | ବିଞ୍ଝାରପୁର ଥାନା ସିଂହପୁର ବଜାରରୁ ମଙ୍ଗଳପୁର ଅଂଚଳର ପୂଜକ ହୃଦାନନ୍ଦ ଦାଶଙ୍କ ଜଣେ ବ୍ୟକ୍ତି ଟଙ୍କା ଉଠାଉ ଥିବା ବେଳେ ତାଙ୍କ ଏଟିଏମ କାର୍ଡକୁ ବଦଳାଇ ତାଙ୍କ ବ୍ୟାଙ୍କ ଖାତାରୁ ଉଠାଇ ନେଇଛନ୍ତି ୪୫ହଜାର ଟଙ୍କା ଯାହାକୁ ନେଇ ଗତ ୨୨ତାରିଖ ଦିନ ଥାନାରେ ଅଭିଯୋଗ କରିଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ବିଞ୍ଝାରପୁର ପୋଲିସ ଲୁଟେରାକୁ ଧରିବାରେ ସମ୍ପୂର୍ଣ ଅସଫଳ ହୋଇଥିବା ଗୁରୁବାର 4ଟା ସମୟରେ ଅଭିଯୋଗ କରିଛନ୍ତି | ଅନ୍ୟ ପଟେ ଏହି ଘଟଣା ସମ୍ପର୍କରେ ବ