Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ଦେବଗଡ: ବୁଢିକୁଟୁଣୀ ଗ୍ରାମରେ ୧୮ ଟିକିଆ ହାତୀ ପଲ ଉପଦ୍ରବ

ରିଆମାଳ ବନାଂଚଳ ରେଙ୍ଗାଲବେଡା ଫରେଷ୍ଟ ସେକ୍ସନ ବୁଢିକୁଟୁଣୀ ଗ୍ରାମ ନିକଟରେ ଆଜି ୧୮ ଟିକିଆ ହାତୀ ପଲ ଉପଦ୍ରବ ଜାରି ରହିଥିବା ଜଣାପଡିଛି । ବୁଢିକୁଟୁଣୀ ଗ୍ରାମ ନିକଟ ରମ୍ଭାଦେବୀ ସଂରକ୍ଷିତ ଜଙ୍ଗଲରେ ଦିନ ବେଳା ହାତୀ ପଲ ରହିଥିବା ବେଳେ ରାତିରେ ଗାଁ ନିକଟ ଚାଷ ଜମିକୁ ଆସି କ୍ଷୟକ୍ଷତି କରୁଥିବା ଜଣାପଡିଛି । ହାତୀ ଉପଦ୍ରବ ଯୋଗୁଁ ଉକ୍ତ ଅଂଚଳର ଚାଷୀ ଧାନ ଅମଳ ପୂର୍ବରୁ କ୍ଷତି ସହୁଛନ୍ତି । ଆଜି ରାତି ୧୦ ଟାରେ ବନବିଭାଗ ଠାରୁ ମିଳିଥିବା ସୂଚନା ଅନୁଯାୟୀ ୧୮ ଟିକିଆ ହାତୀ ପଲ ବୁଢିକୁଟୁଣୀ ଗ୍ରାମ ନିକଟରେ ରହିଛନ୍ତି ।

MORE NEWS

ଦେବଗଡ: ବୁଢିକୁଟୁଣୀ ଗ୍ରାମରେ ୧୮ ଟିକିଆ ହାତୀ ପଲ ଉପଦ୍ରବ - Debagarh News