ସୋହେଲା: କୁଚିପାଲୀ ର ସାର୍ବଜନୀନ କାଲିପୁଜା ଉପଲକ୍ଷେ ଆଜି ପ୍ରସିଦ୍ଧ ଯୁଗାର ଯାତ୍ରା ମହାଆଡମ୍ବରରେ ଅନୁଷ୍ଠିତ ହୋଇଛି, ଯୋଗଦେଲେ ହଜାର ହଜାର ଭକ୍ତ
ସୋହେଲା ବ୍ଲକ ଅନ୍ତର୍ଗତ ଘେଁସ ନିକଟସ୍ଥ କୁଚିପାଲୀ ର ପ୍ରସିଦ୍ଧ ଯୁଗାର ଯାତ୍ରା ଆଜି ଅପରାହ୍ନ 3 PM ରୁ ମହାସମାରୋହରେ ଆରମ୍ଭ ହୋଇଛି। ସାର୍ବଜନୀନ କାଲୀପୁଜା ଉପଲକ୍ଷେ ଏହି ଯୁଗାର ଯାତ୍ରାରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଛି ଏବଂ ବିଭିନ୍ନ ସାସ୍କୃତିକ ନୃତ୍ଯ ମଧ୍ଯ ପରିବେଷଣ ହେଉଛି