ଆଜି ଫେବୃୟାରୀ 3 ତାରିଖ ମଙ୍ଗଳବାର ପୂର୍ବାହ୍ନ 10 ଟାରୁ ଆରମ୍ଭ ହୋଇଥଲା ଏହି ଅବରୋଧ । ଆହ୍ବାନ ସୋସିଆଲ ୱେଲ ଫେୟାର ଆସୋସିଏସନ, ହେମଗିର କରିଥିଲା ଏହି ଅବରୋଧ । ଉଭୟ ମହିଳା ଓ ପୁରୁଷ ସାମୁହିକ ଭାବେ ଅଞ୍ଚଳ ବାସୀଙ୍କ ହିତ ପାଇଁ ଏହି ଦାବୀ କରି ଆସୁଥିବା ବେଳେ ଆଜି ଆଇନକୁ ହାତକୁ ନେଇଛନ୍ତି। କୋଇଲା ପରିବହନ ଗାଡ଼ି ଚଳାଚଳ ଉପରେ ରୋକ ଲଗାଇଛନ୍ତି। ରାସ୍ତାର ଉଭୟ ପାର୍ଶ୍ଵରେ ଆଲୋକି କରଣ, ଅବାଧ ବା ବେଆଇନ୍ କୋଇଲା ପରିବହନ ଗାଡ଼ି ପାର୍କିଂ ଉପରେ ରୋକ ଲଗାଇବା, ଜରୁରି କାଳୀନ ଗାଡ଼ି ଯିବା ପାଇଁ ସରଳ ବ୍ୟବସ୍ଥା , ସ୍ଥାନେ ସ୍ଥାନେ ସିକ୍ୟୁରିଟି ଗାର୍ଡ ମୂତୟନ ପରି ବ୍ୟବସ୍ଥା କରିବାକୁ