ଚମ୍ପୁଆ: ନିଶାଗଡିଆ ଗ୍ରାମ ଠାକୁରାଣୀ ଶାଳରେ ଦୀର୍ଘ ଦିନ ଧରି ରହୁଥିବା ବିଦୁଡି ବଂଶର ସୁରକ୍ଷା ପାଇଁ ପ୍ରତିକ୍ରିୟା ରଖିଲେ ଜିଲ୍ଲା ବନଖଣ୍ଡ ଅଧିକାରୀ
ଚମ୍ପୁଆ ବ୍ଲକ ନିଶାଗଡିଆ ଗାଁ ର ଠାକୁରାଣୀ ଶାଳରେ ରହୁଥିବା ବାଦୁଡି ବଂଶର ସୁରକ୍ଷା ପାଇଁ ଆଜି ଆଠଟାରେ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲା ବନଖଣ୍ଡ ଅଧିକାରୀ