ଚାନ୍ଦବାଲି: ଚାନ୍ଦବାଲି ଏନ ଏ ସିରେ ରାମ ନବମୀ ପାଇଁ କଳସ ଶୋଭାଯାତ୍ରା
ସୋମବାର ସନ୍ଦ୍ୟା 6ଟାରେ ଶ୍ରୀ ରାମ ସେବା ସମିତି ପକ୍ଷରୁ ଚାନ୍ଦବାଲି ସହରରେ କଳସ ଶୋଭାଯାତ୍ରା କରାଯାଇଛି l ମା କାଳୀଙ୍କ ପଡିଆରେ ଶ୍ରୀ ରାମ ନବମୀ ପାଇଁ ଦିବା ରାତ୍ରୀ ମୋହା ଯଜ୍ଞ ସହ ନାମ ଯଜ୍ଞ ସଂକୀତନ ଆରମ୍ଭ ହେବ, ଏଥିନେଇ ଆଜି ଶତାଧିକ ରାମ ଭକ୍ତଙ୍କ ପକ୍ଷରୁ କଳସ ଶୋଭାଯାତ୍ରା କରାଯାଉଛି l