ଦିପାବଳୀ ଉପଲକ୍ଷେ ସମ୍ବଲପୁର ରେଲୱେ ତରଫରୁ ଏକ ସଚେତନ ବାର୍ତ୍ତା ଦିନ ୧୨ସମୟରେ ଦିଆଯାଇଛି। ସୁରକ୍ଷିତ ଯାତ୍ରା କରନ୍ତୁ, ବାଣ ବାହାରେ ରଖନ୍ତୁ। ଯାତ୍ରୀମାନଙ୍କୁ ସମ୍ବଲପୁର ରେଲୱେ ତରଫରୁ ଅନୁରୋଧ କରାଯାଇଛି ଯେ ସେମାନେ ଟ୍ରେନରେ ବାଣ କିମ୍ବା କୌଣସି ଜ୍ୱଳନ୍ତ ଜିନିଷ ବହନ କରନ୍ତୁ ନାହିଁ।ଯେପରିକି ବାଣ,କିରୋସିନ , ଗ୍ୟାସ ସିଲିଣ୍ଡର, ଷ୍ଟୋଭ,ମାଚିସ ,ସିଗାରେଟ ଏଭଳି ଜିନିଷ ଯାହା ଦ୍ବାରା ନିଆ ଲାଗିପାରେ।ଏହି ସବୁ ଜିନିଷ କୁ ଟ୍ରେନ ରେ ନ ନେବା ପାଇଁ ସମ୍ବଲପୁର ରେଲୱେ ତରଫରୁ ସୂଚନା।