ପିଏମ ଶ୍ରୀ କେଭି ଭବାନୀପାଟଣାରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ସାଇବର ସୁରକ୍ଷା ଏବଂ ଡିଜିଟାଲ୍ ଦାୟିତ୍ୱ ଉପରେ ଆଜି ଆଲୋକପାତ କରି ନାଟକ ପରିବେଷଣ କରାଯାଇଥିଲା lସାଇବର ସୁରକ୍ଷା କ୍ଲବ୍ ପ୍ରତିଷ୍ଠା ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଥିଲା, ତା’ପରେ ପୁରସ୍କାର ବଣ୍ଟନ କରାଯାଇଥିଲା।