ରାଉରକେଲା ମ୍ୟୁନିସିପାଲଟି: ଚତୁର୍ଥ ତମ ବୋଇତ ବନ୍ଦାଣ ଉତ୍ସବ ୨୦୨୫
ତ୍ରିଦେବ ହୋଟେଲ ଠାରେ ସାମ୍ବାଦିକ ବନ୍ଧୁ
ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି
ଅକ୍ଟୋବର ୨୨ ତାରିଖ ମଧ୍ୟାହ୍ନ ପ୍ରାୟ ୧୨ଟା ୩୦ ମିନିଟରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ, ସିଭିଲଟାଉନସିପ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଚତୁର୍ଥ ତମ ବୋଇତ ବନ୍ଦାଣ ଉତ୍ସବ ୨୦୨୫ ପାନପୋଷ ସ୍ଥିତ ତ୍ରିଦେବ ହୋଟେଲଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି, କାର୍ଯ୍ୟକ୍ରମରେ ପରିଷଦର ସଭାପତି ସୁଜିତ କୁମାର ମହାନ୍ତି ବୋଇତ ବନ୍ଦାଣ -୨୦୨୫ ବିଷୟରେ ବିସ୍ତୃତ ଭାବେ ସୂଚନା ପ୍ରଦାନ କଲେ କି, ଆସନ୍ତା ନଭେମ୍ବର ମାସ ୪ ଓ ୫ ତାରିଖ ରେ ଚତୁର୍ଥ ବୋଇତ ବନ୍ଦାଣ ଉତ୍ସବଟି ଭାଷା, ସାହିତ୍ୟ, ସଂସ୍କୃତି ପରମ୍ପରାକୁ ବଜାୟ ରଖି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ, କାର୍ଯ୍ୟକ୍ରମର ନଭେମ୍ବ