ଆଜି ଜନଜାତି ଗୌରବ ଦିବସ ଓ ବୀର ବିର୍ସା ମୁଣ୍ଡାଙ୍କର ୧୫୦ତମ ପବିତ୍ର ଜନ୍ମଜୟନ୍ତୀ ଅବସରରେ ବୀରମିତ୍ରପୁର ପ୍ରତିମୂର୍ତ୍ତିଠାରେ ବୀରମିତ୍ରପୁର ବିଧାୟକ ରୋହିତ ଯୋଶେଫ ତିର୍କୀ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।ଏଥିରେ ବୀରମିତ୍ରପୁର ମୁନିସିପାଲିଟିର ଉପାଧ୍ୟାକ୍ଷା ନିବେଦିତା ବାଗେ,ନଗର ସଭାପତି କୁନା ଦେଓ,ବିଧାୟକ ପାଠିନିଧି ଶଶି ସାଗର,ବରିଷ୍ଠ ନେତା ଜଗଦୀଶ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।