Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Madhya_pradesh
अनिल
Cm
Pmmodi
Rahulgandhi
यूपी
कानपुर
Pm
Uttarpradesh
Haryana

ଭଟଲି: ସୁକୁଡ଼ା ବଜାର ନିକଟରେ ହେଲା ଧାନ ସଂଗ୍ରହ କେନ୍ଦ୍ର ଉଦଘାଟିତ

ସୁକୁଡ଼ା ବଜାର ନିକଟରେ ହେଲା ଧାନ ସଂଗ୍ରହ କେନ୍ଦ୍ର ଉଦଘାଟିତ ଭଟଲି ବ୍ଳକ ଅନ୍ତର୍ଗତ ସୁକୁଡ଼ା ବଜାର ନିକଟରେ ଆଜି ଧାନସଂଗ୍ରହ କେନ୍ଦ୍ର ଆଜି ଅପରାହ୍ନ ୪ଟା ରେ ଉଦଘାଟିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବରେ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ଯୋଗଦାନ କରି ଉଦଘାଟନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସୁକୁଡ଼ା ସରପଞ୍ଚ ନିଳିମା ବନଛୋର, ପୂର୍ବତନ ସରପଞ୍ଚ ବିରୂପାକ୍ଷ ପଧାନ, ଡୁମାଲପାଲି ସରପଞ୍ଚ ମନୋରଞ୍ଜନ ଦୋରା, କେଶାଇ ପାଲି ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକ କିରଣଚନ୍ଦ୍ର ମହାପାତ୍ର, ଗୋବର୍ଦ୍ଧନ ଭୁଏ, ପିଣ୍ଟୁ ପଧାନ, ବିଜେପି ମଣ୍ଡଳ ସଭାପତି ଗୋପାଳ ନାୟକ ଉପସ୍ଥିତ ଥିଲେ।

MORE NEWS

ଭଟଲି: ସୁକୁଡ଼ା ବଜାର ନିକଟରେ ହେଲା ଧାନ ସଂଗ୍ରହ କେନ୍ଦ୍ର ଉଦଘାଟିତ - Bhatli News