ଆସିକା: ସତ୍ୟନାରାୟଣ ମନ୍ଦିର ନିକଟ ମମ ସ୍କୁଲ ରେ ନିଆରା ଗଣେଷ ପୂଜା,ଗୋଟିଏ ସ୍ଥାନରେ ପୂଜା ପାଇଲେ ହଜାର ହଜାର ପ୍ରତିମା
Asika, Ganjam | Aug 27, 2025
ଗୋଟିଏ ନୁହଁକି ଦୁଇଟି ନୁହଁ ଏକା ସାଥେ ହଜାର ହଜାର ଗଣେଷ ପ୍ରତିମା ଗୋଟିଏ ସ୍ଥାନରେ କରାଗଲା ପୂଜା l ମାଟି ମୂର୍ତ୍ତି ଠୂନେଇ ବିଭିନ୍ନ ଧାତୁ ରେ...