ରାୟଗଡା: ଆସନ୍ତାକାଲି ଅର୍ଥାତ ବୁଧବାର ଦିନ ବିଜୁଳି ଘଡ଼ଘଡ଼ି ସହ ବଜ୍ରପାତ ନେଇ ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରି କଲା ପାଣିପାଗ ବିଭାଗ
Rayagada, Rayagada | Sep 9, 2025
ଆସନ୍ତାକାଲି ଅର୍ଥାତ ବୁଧବାର ଦିନ ରାୟଗଡା ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବଜ୍ରପାତ ନେଇ ସୋମବାର ଅପରାହ୍ନରେ ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରି...