ସାଂସଦ ଖେଳ ମହୋତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ରାଉରକେଲା ସ୍ଥିତ ବୃନ୍ଦାବନ ହୋଟେଲ ଠାରେ ମଂଗଳବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରସ୍ତୁତି ବୈଠକରେ ସୁନ୍ଦରଗଡ଼ ସାଂସଦ ଜୁଏଲ୍ ଓରାମ ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଡି ହୋଇଥିଲେ। ଏହି ବୈଠକରେ ବିଜେପି ର ବରିଷ୍ଠ ନେତୃତ୍ବ ବୃନ୍ଦ ସମସ୍ତ ମଣ୍ଡଳ ସଭାପତି ଏବଂ ଅନେକ୍ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ l