ହିଣ୍ଡାଲୋକ କଣ୍ଟାକ୍ଟର ଆସୋସିଏସନ ପକ୍ଷରୁ ହୀରାକୁଦରେ ରନ ଫର ହୀରାକୁଦ ନେଇ ମାରାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି l ଏହି କାର୍ଯ୍ୟକ୍ରମରେ ମହାନଗର ନିଗମ ର ଡେପୁଟି କମିସନର, ଅନ୍ଫୋରସମେଣ୍ଟ ଅଧିକାରୀ ଓ ହୀରାକୁଦ ଥାନା ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ l ଏହି ଅବସରରେ ବହୁ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l