ରାଉରକେଲା ମ୍ୟୁନିସିପାଲଟି: ଜଲଦା ସି ବ୍ଲକ ଅଞ୍ଚଳରେ ହୋଇଥିବା ବିମାନ ଦୁର୍ଘଟଣାର ଜିଲ୍ଲାପାଳଙ୍କ ପ୍ରତିକ୍ରିୟା
ଜାନୁଆରୀ ୧୧ ତାରିଖ ଅପରାହ୍ନ ୧ଟା ୩୦ ମିନିଟ ପାଖା ପାଖି ଜଲଦା ସି ବ୍ଲକ ଅଞ୍ଚଳରେ ଦୁର୍ଘଟଣା ଗ୍ରସ୍ତ ବିମାନଙ୍କୁ ନେଇ ଭୁବନେଶ୍ୱରରୁ ଟେକ୍ନିକାଲ ଦଳ ପହଞ୍ଚି ବିମାନ ଯାଞ୍ଚ କରୁଛନ୍ତି, e ବିଷୟରେ ସୁନ୍ଦରଗଡ଼ ଜିଲ୍ଲାପାଳ ଓ ଗ୍ରାମବାସୀଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳିଛି