ବରଗଡ଼ ସହରର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ କାଟକୁ ନେଇ ସୋମବାର ରାତ୍ରି 8 ଘଣ୍ଟାରେ ଜରୁରୀ ସୂଚନା ଦେଲା ବିଦ୍ୟୁତ ବିଭାଗ | ଆଜି ରାତ୍ରି 11 ଘଣ୍ଟା ସମୟରୁ 3 ଟା ପର୍ଯ୍ୟନ୍ତ ବରଗଡ଼ ସହରର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ କାଟ ହେବ | ନିଗମାନନ୍ଦ ବିହାର,ଭଟଲି ଛକ,ଆଳୁ ଗୋଦାମ ଏରିଆ,ନୂଆପଡା,ଫାଣ୍ଡି ଏରିଆ,ଖଜୁର ଟିକ୍ରା,ବ୍ରହ୍ମ କୁମାରୀ ଲେନ,Old fuse call, ବିଶି ପଡା,ପଠାନ ପଡା,କେଶବ ନଗର,ସହଁରା ପଡା,ନଦୀ ପଡା, ଲମ୍ବା ବିଲଡିଂ ଏରିଆ,ଯମୁନା ବିହାର,ଭଇନା ପଡା,ବେହେରା ଟିକ୍ରା, ତଳି ପଡ଼ା,PHD ପଡା,ବାଲି ଟିକ୍ରା ଏରିଆ ପ୍ରଭାବିତ ହେବ ବୋଲି ସୂଚନା ଦିଆଯାଇଛି ।