ବରୀ ରାମଚନ୍ଦ୍ରପୁର: ପରିମଳ କାର୍ଯ୍ୟ ଠିକ ହେଉଥିବା ଅଭିଯୋଗ,ବ୍ୟାସନଗର ପୌର କାର୍ଯ୍ୟାଳୟରେ ଚାଲିଥିବା ବୈଠକର ଅଧାରୁ ଉଠିଗଲେ କାଉନସିଲର
ପରିମଳ କାର୍ଯ୍ୟ ଠିକ ହେଉଥିବା ଅଭିଯୋଗ,ବ୍ୟାସନଗର ପୌର କାର୍ଯ୍ୟାଳୟରେ ଚାଲିଥିବା ବୈଠକର ଅଧାରୁ ଉଠିଗଲେ କାଉନସିଲର l ଆଗକୁ ଆସୁଛି ବ୍ୟାସନଗର ସହରର ଗଣ ପର୍ବ ମା କାଳୀପୂଜା l ଏହି ସମୟରେ ପରିମଳ ବିଭାଗରେ କାର୍ଯ୍ୟ ଠିକ ହେଉନଥିବା ଆଜି କାଉନସିଲ ବୈଠକରେ ଅଭିଯୋଗ କରିଛନ୍ତି କାଉନସିଲ ସଭ୍ୟ ଓ ସଭ୍ୟା l ପ୍ରତେକ ୱାର୍ଡରେ କାଳୀ ପୂଜା ପାଇଁ ସ୍ୱତନ୍ତ୍ର ସଫେଇ କର୍ମଚାରୀ ଯୋଗାଇଦେବାକୁ ଆଜି କାଉନସିଲ ବୈଠକରେ କାଉନସିଲର ମାନେ ଉପସ୍ଥାପନ କରିଥିଲେ l ମାତ୍ର ବିଭାଗ୍ୟ ଅଧିକାରୀ କୌଣସି ସଠିକ ଉତ୍ତର ଦେଇନଥିଲେ l