କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ପୌରପରିଷଦ ସମିଳନୀ କକ୍ଷରେ ପୌରପରିଷଦର ବୈଠକ,ଯୋଗଦେଲେ ବିଧାୟକ ଗଣେଶ୍ୱର ବେହେରା
Kendrapara, Kendrapara | Aug 19, 2025
କେନ୍ଦ୍ରାପଡ଼ା ପୌର ପରିଷଦ ସମିଳନୀ କକ୍ଷରେ ପୌରପରିଷଦର ବୈଠକ ଅନୁଷ୍ଠିତ ହୋଇଯାଇଛି l ପୌରାଧକ୍ଷା ସରିତା ସାହୁଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି...