Public App Logo
Jansamasya
News
पुलिस
Bjp
National
Bihar
बिहार
कांग्रेस
बीजेपी
विधायक
Congress
Modi
Delhi
Viral
Crime
Odisha
Rajasthan
अमित_शाह
दिल्ली
Breakingnews
Madhya_pradesh
Pmmodi
Ipl
Rahulgandhi
Haryana
Cricket
तेजस्वी_यादव
शादी
Crimenews
Kolkata

ଭଟଲି: ନୂଆଗଡ ହାଇସ୍କୁଲ ରେ ଶକ୍ତି ସଂକ୍ଷରଣ ସଚନତନତା କାର୍ଯ୍ୟକ୍ରମ

ନୂଆଗଡ ହାଇସ୍କୁଲ ରେ ଶକ୍ତି ସଂକ୍ଷରଣ ସଚନତନତା କାର୍ଯ୍ୟକ୍ରମ  ଭଟଲି ବ୍ଳକ୍ ଅନ୍ତର୍ଗତ ନୂଆଗଡ ହାଇସ୍କୁଲ ରେ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳନ ଅବସରରେ ଶକ୍ତି ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ ଆଜି ରବିବାର ସକାଳ ୧୦ଟାରେ ଆରମ୍ଭ ହୋଇଥିଲା। ପ୍ରଧାନ ଶିକ୍ଷକ ପରଦେଶୀ ବୁଧିଆ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଛାତ୍ର ଛାତ୍ରୀ ମାନେ ସ୍ଲୋଗାନ ଦେଇ ପଦଯାତ୍ରା ରେ ଯାଇ ଶକ୍ତି ସଞ୍ଚୟ ଓ ତାର ବ୍ୟବହାରରେ ସଂଯମତା ଅବଲମ୍ବନ ପାଇଁ ଜନ ସାଧାରଣଙ୍କୁ ସଚେତନ କରାଇଥିଲେ ଏବଂ ଶପଥ ପାଠ କରିଥିଲେ। ଶକ୍ତି ସଂରକ୍ଷଣ ଉପରେ ଛାତ୍ର ଛାତ୍ରୀ ମାନେ ବକ୍ତୃତା ପ୍ରତିଯୋଗିତା ହୋଇଥିଲା।

MORE NEWS

ଭଟଲି: ନୂଆଗଡ ହାଇସ୍କୁଲ ରେ ଶକ୍ତି ସଂକ୍ଷରଣ ସଚନତନତା କାର୍ଯ୍ୟକ୍ରମ - Bhatli News