ଅନୁଗୋଳ: ହୁଲୁରିସିଂହା ଗ୍ରାମରେ କାଳୀପୂଜା ଉପଲକ୍ଷେ ଯୋଗ ଦେଲେ ତାଳଚେର ବିଧାୟକ
Anugul, Angul | Oct 20, 2025 ଶକ୍ତି ସ୍ୱରୂପିଣୀ ମା' ଶ୍ୟାମାକାଳୀଙ୍କ ଆରାଧନାର ପବିତ୍ର ଦିବସ 'କାଳୀ ପୂଜା' ଅବସରରେ ଅନୁଗୋଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁଲୁରିସିଂହା ଜେମାଦେଇପୁର ଶାସନରେ ଅନୁଷ୍ଠିତ ମା କାଳୀଙ୍କ ପୂଜା ଅବସରରେ ଯୋଗଦାନ କରି ଶକ୍ତିମୟୀ ମା' କାଳୀଙ୍କ ଅପାର କରୁଣା ସଭିଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣିଦେଉ ଏହା କାମନା କରିଥିଲେ।ଏହି ଅବସରରେ ଅନୁଗୋଳ ବାର ଆସସିଏସନରର ପୂର୍ବତନ ସଭାପତି ଶ୍ରୀଯୁକ୍ତ ଦିଲ୍ଲୀପ ସାହୁ, ଅନୁଗୁଳ ର ଯୁବ ନେତା ଶ୍ରୀ ଅରୁଣାଭ ସିଂହ, ଅନୁଗୋଳ ପୌରପରିଷଦର ପୂର୍ବତନ କାଉନସିଲର ଶ୍ରୀଯୁକ୍ତ ତାପସ ରଞ୍ଜନ ନାୟକ, ଶ୍ରୀ ଚନ୍ଦ୍ରକାନ୍ତ ପ୍ରଧାନ, ମା ଦକ୍ଷିଣକାଳୀ