କୋରାପୁଟ ସହର: କୋରାପୁଟ ସ୍ଥିତ ଗୋପବନ୍ଧୁ ପାର୍କ ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତି ପାଳିତ।
କୋରାପୁଟ ସ୍ଥିତ ଗୋପବନ୍ଧୁ ପାର୍କ ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତି ପାଳିତ୍ ହୋଇଯାଇଛି। ଏଇ ଜୟନ୍ତୀ କର୍ଯ୍ୟକରମ୍ ରେ କୋରାପୁଟ ବିଧାୟକ ରଘୁରାମ ମାଛ... ଜିଲ୍ଲା କଂଗ୍ରେସସଭାପତି ରୂପକ ତୁରୁକ୍ ପୁର୍ବତନ ବିଧାୟକ ନିମାଇଁ ସରକାର ... ବରିଷ୍ଟ ସାମ୍ୱାଦିକ ଭୂଷିତ ବିଡିକା... ଭବାନୀ ମିଶ୍ର... ଏବଂ ସବୁ ଦଳର ଲୋକେ ଉପସ୍ଥିତ ଥିଲେ। ପ୍ରଥମେ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଗୋପବନ୍ଧୁ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ସହ ଗୋପବନ୍ଧୁ ନୀତି ଓ ଆଦର୍ଶ ରେ ଅନୂପାର୍ଣିତ୍ ହେବାକୁ କହିଥିଲେ