କେନ୍ଦୁଝର ସହର: ବୁଢ଼ିକାପୁଡ଼ି ପଞ୍ଚାୟତରେ ବ୍ଳକ ସ୍ତରୀୟ ସ୍ୱଚ୍ଛ ଉତ୍ସବଓ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଟିତ ଯୋଗଦେଲେ ବିଧାୟକ
ପାଟଣା ବ୍ଳକ ପକ୍ଷରୁ ଆଜି ବୁଢ଼ିକାପୁଡ଼ି ପଞ୍ଚାୟତରେ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଟିତ । ଏଥିରେ ବିଧାୟକ / ବିଡିଓ ଓ ବହୁ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।