ରାୟଗଡା: ଲିମାମେଡା ସ୍ଥିତ ବାଳ ନିକେତନ ଶିଶୁ ଯତ୍ନ ଅନୁଷ୍ଠାନରେ ଆୟୋଜିତ କ୍ରୀଡା ପ୍ରତିଯୋଗିତାରେ ଯୋଗଦେଲେ ଉପଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ
Rayagada, Rayagada | Sep 14, 2025
ଗୁଣୁପୁର ବ୍ଲକର ଲିମାମେଡା ସ୍ଥିତ ବାଳ ନିକେତନ ଶିଶୁ ଯତ୍ନ ଅନୁଷ୍ଠାନ ପରିସରରେ ରବିବାର ପୂର୍ବାହ୍ନରେ ଆୟୋଜିତ କ୍ରୀଡା ପ୍ରତିଯୋଗିତା ରେ...