ନର୍ଲା: ବାଙ୍କେଲ ରେଳ ଫାଟକ ନିକଟସ୍ଥ ଖଲିଆ କଟା ନାଳରେ ପଡିଛି ଏକ ଅଜଣା ଗଳିତ ଶବ,ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ।
Narala, Kalahandi | May 24, 2025
ସୁଚନା ଅନୁଯାୟୀ ନର୍ଲା ଥାନା ସର୍ଗିଗୁଡା ପନ୍ଚାୟତ ଅନ୍ତର୍ଗତ ବାଙ୍କକେଲ ରେଳ ଫାଟକ ନିକଟସ୍ଥ ଖଲିଆ କଟା ନାଳରେ ଏକ ଅଜଣା ଗଳିତ ଶବ ଦେଖିବାକୁ...