Public App Logo
Jansamasya
National
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth

ଧର୍ମଶାଳା: ଧର୍ମଶାଳା ଷ୍ଟାଡିୟମରେ “ପରିବେଶ ପଞ୍ଚାୟତ ପୁନଶ୍ଚ ପୃଥିବୀ” କାର୍ଯ୍ୟକ୍ରମ ରେ ଯୋଗଦେଲେ ବିଧାୟକ ହିମାଂଶୁ ଶେଖର ସାହୁ

Dharmasala, Jajpur | Sep 29, 2025
ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧର୍ମଶାଳା ଷ୍ଟାଡିୟମରେ “ପରିବେଶ ପଞ୍ଚାୟତ ପୁନଶ୍ଚ ପୃଥିବୀ” କାର୍ଯ୍ୟକ୍ରମରେ ସୋମବାର ଦିବା 2 ଘଟିକା ସମୟରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ବିଧାୟକ ହିମାଂଶୁ ଶେଖର ସାହୁ । ପୂର୍ବରୁ ଜଙ୍ଗଲ ସହ ଆଦିବାସୀଙ୍କ ସୁସମ୍ପର୍କ ରହିଥିଲା। ଝରଣା ପାଣି ଓ ବନଜାତ ଦ୍ରବ୍ୟର ବ୍ୟବହାର ଯୋଗୁ ‌ରୋଗ ପ୍ରତିଷେଧକ ଶକ୍ତି ବଢ଼ୁଥିଲା। ଏବେ ଜଙ୍ଗଲରେ ମିଳୁନି ବନଜାତ ଦ୍ରବ୍ୟ ଦୂଷିତ ହେଲାଣି ଝରଣା। ପରିବେଶ ସନ୍ତୁଳନ ହରାଇଛି ବୋଲି ବାର୍ତ୍ତା ଦେଇଥିଲେ ବିଧାୟକ ହିମାଂଶୁ ଶେଖର ସାହୁ

MORE NEWS