ସୋହେଲା: ପଣ୍ଡକିପାଲୀ ୟଙ୍ଗଷ୍ଟାର କ୍ଲବ ତରଫରୁ 52 ତମ ଗଣେଶ ପୁଜା ବିସର୍ଜନ ଶୋଭାଯାତ୍ରା ଅନୁଷ୍ଠିତ, ଯୋଗଦାନ କଲେ ହଜାର ହଜାର ଭକ୍ତ
Sohela, Bargarh (Baragarh) | Sep 1, 2025
ସୋହେଲା ବ୍ଲକ ଅନ୍ତର୍ଗତ ସୀମାନ୍ତ ଲୁହୁରାଚଟି ପଣ୍ଡକିପାଲୀ ର ୟଙ୍ଗଷ୍ଟାର୍ କ୍ଲବ ଆନୁକୁଲ୍ୟରେ 52 ତମ ଗଣେଶ ପୁଜା ପରେ ଆଜି 6:30 PM ରୁ...