ଝାରସୁଗୁଡା ବନଖଣ୍ଡ ପକ୍ଷରୁ ଝାରସୁଗୁଡା ସହରରେ ବାର୍ଷିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି l ଆଜି ଶନିବାର ପୂର୍ବାହ୍ନ ୧୧ ଟା ରୁ ଅପରାହ୍ନ ୪ ଟା ଯାଏଁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ, ଜିଲ୍ଲାପିଲା କୁନାଲ ମୋତିରାମ ଚୌହାନ ଙ୍କ ସହ ଝାରସୁଗୁଡା ଡିଏଫଓ ଏବଂ ଜଙ୍ଗଲ ବିଭାଗ ଅଧିକାରୀ, କର୍ମଚାରୀ, ବନ ସୁରକ୍ଷା ସମିତି ସଦସ୍ୟ ଏବଂ ଅଂଚଳବାସୀ ଉପସ୍ଥିତ ଥିଲେ l ଜଙ୍ଗଲ ସୁରକ୍ଷା, ନୂତନ ଜଙ୍ଗଲ ତିଆରି, ବୃକ୍ଷରୋପଣ ଆଦି ବିଷୟରେ ଆଲୋଚନା କରାଯାଇଛି l ଜିଲ୍ଲା ର ବନ ସୁରକ୍ଷା ସମିତି ଗୁଡିକ ମଧ୍ୟରେ ଭଅଁରଖୋଲ ବନ ସୁରକ୍ଷା ସମିତିକୁ ବେଷ୍ଟ ଭିଏସଏସ