କେନ୍ଦୁଝର ସହର: କେନ୍ଦୁଝର ସ୍ଥିତ ସେଣ୍ଟ ଜାଭିୟର୍ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି ବାର୍ଷିକ ବିଜ୍ଞାନ ମେଳା ଅନୁଷ୍ଠିତ
କେନ୍ଦୁଝର ଜିଲ୍ଲା ସେଣ୍ଟ ଜାଭିୟର୍ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି ବାର୍ଷିକ ବିଜ୍ଞାନ ମେଳା ଇନୋଭିଷ୍ଟା ୨୦୨୫ । ଏହି ମେଳାକୁ କେନ୍ଦୁଝର SP ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉଦଘାଟନ କରିଥିଲେ । ୨ଦିନରେ ଛାତ୍ରଛାତ୍ରୀମାନେ ଏଠାରେ ୯ଶହ ପ୍ରକାର ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ । ପ୍ରଥମ ଦିନ ଆନ୍ତଃ ବିଦ୍ୟାଳୟସ୍ତରୀୟ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବା ବେଳେ, ଦ୍ୱିତୀୟ ଦିନରେ ଜିଲ୍ଲାସ୍ତରୀୟ ବିଭିନ୍ନ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟରୁ ଛାତ୍ରଛାତ୍ରୀମାନେ ୨୫୦ଟି ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ ।