କେନ୍ଦ୍ରାପଡା: ଗଜଲକ୍ଷ୍ମୀପୂଜା ପାଇଁ ପ୍ରସ୍ତୁତି,ଜିଲ୍ଲା ପ୍ରଶାସନ ନିଷ୍ପତିକୁ ମାନିବେ ପୂଜାକମିଟି,ମୀରପାଟଣାରେ କମିଟି ସଭାପତି ସୌମେନ୍ଦ୍ରଙ୍କ ପ୍ରତିକ୍ରିୟା
Kendrapara, Kendrapara | Sep 13, 2025
କେନ୍ଦ୍ରାପଡ଼ା ଜିଲ୍ଲାରେ ଗଣପର୍ବ ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହେଲାଣି l ପ୍ରଥମ ପର୍ଯ୍ୟାୟ ଶାନ୍ତିକମିଟି ସଭା ମଧ୍ୟ ସରିଛି l ଏ...