ବିଜେପୁର: ଆଜି ଭୁବନେଶ୍ୱର ମେ ଫେୟାର ହୋଟେଲ ଠାରେ ଦୈନିକ ସମ୍ବାଦପତ୍ର ନିର୍ଭୟ'ର ୧୨ତମ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗଦାନ କଲେ ମାନ୍ୟବର ବିଜେପୁର ବିଧାୟକ
ଆଜି ଭୁବନେଶ୍ୱର may fair ହୋଟେଲ ଠାରେ ଦୈନିକ ସମ୍ବାଦପତ୍ର ନିର୍ଭୟ'ର ୧୨ତମ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗଦାନ କଲେ ମାନ୍ୟବର ବିଜେପୁର ବିଧାୟକ ଶ୍ରୀମାନ ସନତ କୁମାର ଗଡ଼ତୀୟା l