Public App Logo
Jansamasya
Sambalpur
Cyclone
���ादी
Crimenews
Bareilly
���प
Agra
Biharnews
Jodhpur
Fatehpur
Kanganaranaut
Amitshah
Fire
Live
Jhansi
Yogiadityanath
Rain
Trending
���िवाद
���ोगी_आदित्यनाथ
Sonunigam
Arvindkejriwal
Jajpur
Rajasthannews
���ोधपुर
Rahul
Indianews
���ंगाल
New_delhi
No video available

ସୁନ୍ଦରଗଡ ସହର: ଜାମକାନି କୋଇଲା ଖଣି ଦ୍ଵାରା ବିସ୍ଥାପିତ ହୋଇଥିବା ବିସ୍ଥାପିତ ମାନେ ବିଭିନ୍ନ ସମସ୍ୟା ନେଇ ଗର୍ଜନଜୋର କଲୋନୀ ଠାରେ ଦେଲେ ପ୍ରତିକ୍ରିୟା

ଜାମକାନି କୋଇଲା ଖଣି ଦ୍ଵାରା ବିସ୍ଥାପିତ ବିଭିନ୍ନ୍ ସମସ୍ୟା ନେଇ ଗର୍ଜନଜୋର କଲୋନୀ ଠାରେ ନିଜ ପ୍ରତିକ୍ରିୟା ଦେଲେ.. ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଳକର ଜାମକାନୀ କୋଇଲା ଖଣି ଦ୍ଵାରା ବିସ୍ଥାପିତ ହେଇଥିବା ପରିବାରଙ୍କ ଦୁଃଖ । ଦେଖିଲେ ଦ୍ବନ୍ଦରେ ପଡିଯିବେ ଯେ ବଣ ଜଙ୍ଗଲ ନା ଏହା କମ୍ପାନୀ ଓ ସରକାର ଦ୍ବାରା ବିକଶିତ ପୁନର୍ବାସ କଲୋନୀ । ଜାମକାନୀ କୋଇଲା ଖଣି ପ୍ରଥମେ ଭୂଷଣ ଷ୍ଟିଲ ଏଣ୍ଡ ପାଓ୍ବାର କମ୍ପାନୀକୁ ଲିଜ ମିଲିଥିଲା । ବିସ୍ଥାପିତଙ୍କୁ ଥଇଥାନ ସମୟରେ ୨୦୧୪ ମସିହାରେ ସୁପ୍ରିମକୋର୍ଟଙ୍କ ଦ୍ଵାରା ଲିଜ ବାତିଲ ହୋଇଥିଲା ।
ସୁନ୍ଦରଗଡ ସହର: ଜାମକାନି କୋଇଲା ଖଣି ଦ୍ଵାରା ବିସ୍ଥାପିତ ହୋଇଥିବା ବିସ୍ଥାପିତ ମାନେ ବିଭିନ୍ନ ସମସ୍ୟା ନେଇ ଗର୍ଜନଜୋର କଲୋନୀ ଠାରେ ଦେଲେ ପ୍ରତିକ୍ରିୟା - Sundargarh Town News