କୋରାପୁଟ ସହର: ମୟୂରଭଞ୍ଜ ଜିଲ୍ଲା ପଞ୍ଚାୟତ ପ୍ରତିନିଧିଙ୍କ କୋରାପୁଟ ବ୍ଳକ ଗସ୍ତରେ ଡୁମୁରିପୁଟ ମିଶନ ଶକ୍ତି କାଫେ ପରିଦର୍ଶନ
Koraput Town, Koraput | Sep 2, 2025
ମୟୂରଭଞ୍ଜ ଜିଲ୍ଲାର ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କ ଏକ ଦଳ କୋରାପୁଟ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ବ୍ଲକ ପରିଦର୍ଶନ କରିଛନ୍ତି।...